The Smile Of The Taksak-104: (ଦୁଇଟି ତାହାର ଫଣା-04 Odia Poem) by Subhas Chandra Chakra

Deal Score0

ଦୁଇଟି ତାହାର ଫଣା-
ଗୋଟିଏ ଦେଖାଏ ତା ନିରୀହ ପଣ,
ମାଲିକ ଆଗରେ କୁକୁର ର ଗୁଣ,

ପକେଟେ ଘୁଟୁକା, ମାଗିଥାଏ ପାନ-
ବୁଲେ ପର ପେଟ୍ରୋଲ ରେ!

ଆରଟି ତାହାର ତକ୍ଷକ ର ମୁହଁ,
ସାଧୁ, ଜ୍ଞାନୀ, ଗୁଣୀ ମୁଖେ ଭରେ ଲୁହ,
କଅଁଳ ମନ ର ସବୁଜ ଭୂଇଁ କୁ –
ଜାଳେ, ଭରେ ହାହାକାରେ! !

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +