ସଖୀ-13 (Sakhi_13)/Odia Poem by Subhas Chandra Chakra

Deal Score0

ବାସୀ ବିଛଣା ର
ଭାଙ୍ଗ ରେ ଭାଙ୍ଗ ରେ
ଆମ ଗଲା ରାତି ସ୍ମୃତି,

ଅଙ୍ଗ ରେ ଅଙ୍ଗ ରେ
ଏ ଗୋପନ ଦାଗ
ଗଲା ବସନ୍ତ ର ଗୀତି ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +