ସଖୀ-05 (Sakhi_05) /Odia Poem by Subhas Chandra Chakra

Deal Score0

ତମେ ନାହଁ ବୋଲି
କହି କି ପାରିବି
ତମେ ତ ଏ ସାରା
ମାଟି ପାଣି ପବନରେ,

ଶୟନେ, ସପନେ,
ଅବା ଜାଗରଣେ
ତମ ଛୁଆଁ ମିଳେ
ଏଠି ସେଠି ସବୁଠାରେ ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +