ସଖୀ-03 (Sakhi_03) /Odia Poem by Subhas Chandra Chakra

Deal Score0

ଅୟୁତ ଯୁଗର
ସାଇତା ସପନ,
ଅନ୍ତର ବେଦନା
ଗୀତ ରେ ପାରେନା କହି ।

ଅନେକ ରାତି ର
ଅବୁଝା ସପନ
ସପନ ପାଲଟେ,
ସକାଳ ପାରେନା ଛୁଇଁ ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +