ମିଳନ ର ରଙ୍ଗ- 41 (Milana Ra Ranga -041/Odia Poem) by Subhas Chandra Chakra

Deal Score0

ପାଉ ନାହିଁ ଉପଯୁକ୍ତ ଶବ୍ଦ,
କେମିତି ଯେ
ଧନ୍ୟବାଦ ତୁମକୁ କହିବି-

ମୋ ଓଠ ର
ନିଃଶବ୍ଦ ସ୍ୱର ରେ
ଛାତି ତଳେ ଆଜି ମୋର
ଆସୁଚି ଜୁଆର ମାଡି
ଭରା ଆବେଗ ର,

ଚାରି ଆଡୁ ଶୁଭିଯାଏ ସ୍ୱର-
ତୁମ ପାଦ ରୁଣୁ ଝୁଣୁ
ନୂପୁର ନିକ୍ୱଣ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +