ମିଳନ ର ରଙ୍ଗ- 31 (Milana Ra Ranga -031/Odia Poem) by Subhas Chandra Chakra

Deal Score0

ତମେ ଏବେ
ଲାଗୁଛ ଯେ ମୋର
ଗୋଟା ପୁଣି
ସଂପୂର୍ଣ ମୋହର ।।

ତମ ସାରା
ମନ- ଦେହ – ଆତ୍ମା
ର ଉପରେ
ମୋ ର ଅଧିକାର ।।

ଆସ ଆଜି
ଶୀଘ୍ର ବିଛଣା କୁ
ସପନରେ,
ବାକି କଥା ହେବା,
ପୁରୁଣା ସେ
ବରଷ ର ସବୁ ତିକ୍ତ
ଅନୁଭୁତି,
ଚାଲ ଭୂଲିଯିବା ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +