ମିଳନ ର ରଙ୍ଗ- 29 (Milana Ra Ranga -029/Odia Poem) by Subhas Chandra Chakra

Deal Score0

ଗତ ଜନ୍ମ ସାରା
ତମେ ମୋର
ଯାହା କିଛି
ନେବା କୁ ଚାହିଲ-

ଦେଇ ପାରିଲି ନି
କିଛି ହେଲେ
ମୋ ଭାଗ୍ୟ ରେ
କଣ୍ଟା ହେଲା କାଳ ।।

ଛଡାଇ ନେଲା ସେ
ମୋର ପ୍ରାଣ
ଜୀଅନ୍ତା ମୋ ସପନ ଶରୀରୁ –

ସେ ପାରି କୁ ଗଲ
ତମେ ପ୍ରିୟେ
ଏବେ ମୋତେ
ନିଅ କବର ରୁ ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +