ମିଳନ ର ରଙ୍ଗ- 25 (Milana Ra Ranga -025/Odia Poem) by Subhas Chandra Chakra

Deal Score0

ତମେ ବୋଧେଏବେ
ମୋ ମନ କୁ
ବାର ବାର ପରଖି ଚାଲିଛ-
ମୋ ଭିତରେ ତମ
ପ୍ରତି ଥିବା
ପ୍ରଣୟ ର ଗଭୀର ମାପୁଛ?

ଆଜି ସୁଦ୍ଧା ତମେ
କି ଜାଣିନ
ତମେ ମୋର ଅନ୍ତିମ ସାହାରା,
ଜୀବନ ର ଏଇ
ଦୋଛକି ରେ
ଦୃଶ୍ୟମାନ, ଏକମାତ୍ର
ରାହା ତମେ ପରା ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +