ମିଳନ ର ରଙ୍ଗ- 20 (Milana Ra Ranga -020/Odia Poem) by Subhas Chandra Chakra

Deal Score+1

ତୁମ ଓଠ ଯେତେ ଯେତେ ଥର-
ଛୁଉଁ ଥିଲା ଗାଲ, ଓଠ, ଆଖି,
ଛାତି, ବେକ ମୂଳେ।

କିଏ ଅବା ଢାଳି ଚାଲିଥିଲା
କାମନା ର ନୀଳ ଘିଅ, ମୋର
ବାସନା ବେଦୀ ରେ ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +