ମିଳନ ର ରଙ୍ଗ- 17 (Milana Ra Ranga -017/Odia Poem) by Subhas Chandra Chakra

Deal Score0

ଯେମିତି ଢଙ୍ଗ ରେ ତମେ
ମୋ ଦେହ ର ସୀମା ସରହଦ
ସପନ ରେ ଆସି ଛୁଉଁଥିଲ-

ସେଇ ସୁଖ ଅନୁଭବ
ଏ ଜନ୍ମ ର ଆଦ୍ୟ ରୁ ଅନ୍ତିମ
ମନେ ନାହିଁ, କେବେ ଦେଇଥିଲ ।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +