ମିଳନ ର ରଙ୍ଗ- 06 (Milana Ra Ranga -006/Odia Poem) by Subhas Chandra Chakra

Deal Score+1

ତମେ କାଲି
ସପନ ରେ ଆସି
ମୋ ଆତ୍ମା କୁ
ଦେଲ ଦୋହଲାଇ

କାଲି ଠାରୁ
ମୋ ମନ ଭିତରେ
ଆଗ ପରି
ବିବଶତା ନାହିଁ…

ରାତି ଦିନ
ଲାଗୁଛି ଯେ ଏବେ
ତମେ ଫେରି
ଆସିବ ମୋ ପାଇଁ

ମୋ ଲୁହ ର
ତପସ୍ୟା ଫଳ ରୁ
ମୋ ମାଟି କୁ
ଆସିଚ ଓଲ୍ଲାଇ…

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +