ବିରହ ର ବର୍ଣମାଳା: 06- ଅୟୁତ ଦରଦ ର କଥା by Subhas Chandra Chakra

Deal Score0

ତୁମ ଠାରୁ ଯୋଜନ ଦୂରତା-
ସ୍ନାୟୁ, ମନ, ଓଠ ର ଉତ୍ତାପ,
ତୁମ ଠାରୁ ଅୟୁତ ଚୁମ୍ବନ ।

ସ୍ନେହ ମୟ
ଦରଦିଆ ସ୍ପର୍ଶ,
ଜୀବନ ର କୋଣ ଅନୁକୋଣ ।
ମୋର ଏଇ ଦୁନିଆ ର
ଅନ୍ଧାରିଆ,
ଆଲୋକିତ,
ସବୁଯାକ ପାର୍ଶ୍ୱ ।

ଏବେ ଖାଲି ତୁମେ ମୟ,
ତୁମ ଛୁଆଁ,
ତୁମ ସ୍ମୃତି,
ଗୀତିମୟ ମୁଲାୟମ ସ୍ପର୍ଶ ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +