ବିରହ ର ବର୍ଣମାଳା: 05- ପ୍ରଣୟ ର ଅଙ୍ଗୀକାର by Subhas Chandra Chakra

Deal Score0

ଜୁଆରିଆ ବେଳାଭୂଇଁ
ମନ-ମନ,
ଦେହ-ଦେହ
ଏକାକାର କରିବାର
ଉତ୍ତାପ ଯୋଗାଏ ।

ଏକୁଟିଆ ମଶାଣି ର
ଜୂଇ ନିଆଁ,
ଦରପୋଡା-
କାଠ ଓ ଅଙ୍ଗାର
ପ୍ରଣୟ ର ଅଙ୍ଗୀକାର ଦିଏ ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +