ବିରହ ର ବର୍ଣମାଳା: 04- ସ୍ମୃତି ର ପଞ୍ଜୁରୀ by Subhas Chandra Chakra

Deal Score0

ପ୍ରିୟା ମୋର
ବନ୍ଦୀ ତମେ
ମୋ ଇଚ୍ଛା ଓ ଆବେଗ ରେ
ଅହରହ ନିୟନ୍ତ୍ରିତ
ନିବୁଜ ଏ ମନ କୋଠରୀ ରେ ।

ମୋ ଅତୀତ
ଅସ୍ପଷ୍ଟତା ବାଡ ଘେରା,
ଧୂଆଁଳିଆ ରୂପ ପ୍ରତିରୂପମୟ
ମାଟି ରୁ ଆକାଶେ ।।

ମୋ ସ୍ମୃତି ର
ସୀମା ସରହଦେ-
ସ୍ଥାଣୁ ଓ ସୀମିତ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +