ପାନ୍ଥଶାଳା-015 (Pantha Shala-15/Odia Poem) by Subhas Chandra Chakra

Deal Score+1

ହସ ର ଫଗୁଣ
ତୁମ ଓଠ ଧାରେ
ମୋ ପାଇଁ ଜୀବନ ଥିଲା-

ଘନ ଅମା ରାତି
କଳା କବରୀ ରେ
ମୋ ପ୍ରାଣ ଲଟକିଥିଲା,

ଆଖି ରେ ତୁମର
ଲୁହ ର ଶ୍ରାବଣ
ଅମା ରାତି ଆଣୁଥିଲା-

ତମେ ଚାଲିଗଲ
ପାଲଟି ଗଲି ମୁଁ
ବୈଶାଖ ର ପାନ୍ଥଶାଳା ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +