ପାନ୍ଥଶାଳା-011 (Pantha Shala-11/Odia Poem) by Subhas Chandra Chakra

Deal Score0

ତୁମ ଚାହାଣୀ ର
ନୀଳ ଦୂଇ ନିଆଁ
ମୋ ପ୍ରଣୟ ବେଦୀ ପରେ ।

ସାଗର ଗଭୀର
ଭଲ ପାଇବା ର
ନୀଳ ପରଶ ରେ ଜଳେ ।।

ଆଖି ର ଉହାଡେ
ଆଗାମୀ ସପନ
ଚୁପି ଚୁପି ଝଳୁଥାଏ-

ପାହାଡ ଏ ପାରେ
ମନ ପାନ୍ଥଶାଳା
ତୁମକୁ ଗୋ ଝୁରୁଥାଏ ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +