ପାନ୍ଥଶାଳା-010 (Pantha Shala-10/Odia Poem) by Subhas Chandra Chakra

Deal Score+1

ନୀଳ ଅକ୍ଷର ର
ସବୁଜ ସଂକେତ
ତୁମ ଅନ୍ତର ର କଥା,

ମୋ ଛାତି କାଗଜେ
ଲେଖି ଦେଇଥିଲ
ଆମ ପ୍ରଣୟ ର ଗାଥା ।।

ଆଖି ରେ ଆଖିରେ
କହୁଥିଲ କଥା
ଅନ୍ତର ଗୋପନ ବାର୍ତ୍ତା-
ଆଜି ତୁମ ବିନା
ପାନ୍ଥଶାଳା ଭରା
ମଶାଣି ର ନୀରବତା ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +