ପାନ୍ଥଶାଳା-007 (Pantha Shala-07/Odia Poem) by Subhas Chandra Chakra

Deal Score0

ଚୋରା ଚାହାଣୀ ର
ନୀଳ ନୀଳ ଚିଠି
ଚୁମ୍ବନ ର ଜଉ ମୁଦ,

ଚୋରା ଚୋରା ଛୁଆଁ
ଗୋଲାପୀ ଓଠ ର
ହଜାଉ ଥିଲା ମୋ ନିଦ,

ତୁମ ଖିଲି ଖିଲି
ହସଝରଣା ରେ
ଯେଉଁ ଛାତି ଭିଜୁଥିଲା-
ଆଜି ସେ ଅନ୍ତର
ମଶାଣି ର ଶେଯ,
ପରିତ୍ୟକ୍ତ ପାନ୍ଥଶାଳା ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +