ପାନ୍ଥଶାଳା-006 (Pantha Shala-06/Odia Poem) by Subhas Chandra Chakra

Deal Score0

ସଂଗୀତ ମୁଖର
କରୁଥିଲ ମୋର
ନିରସ, ନିଥର ମନ ।
ଜୁଆରିଆ ନଈ

ମୋର ଏ ହୃଦୟ
ହେଲା ଶୁଖି ଜଳହୀନ ।।

ପୁନେଇଁ ରାତି ର
ନୀଳ ଜୋଛନା ରେ
ଏବେ ବି ତୁମରି ହସ-
ଖାଲି ଖାଲି ଏଇ
ମନ ପାନ୍ଥଶାଳା
କାନ୍ଥ ରେ ନିରାଶା-ବିଷ ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +