ପାନ୍ଥଶାଳା-004 (Pantha Shala-04/Odia Poem) by Subhas Chandra Chakra

Deal Score0

ଯେଉଁ ମନ ଥିଲା, ତୁମ ପାଇଁ ପ୍ରିୟେ
ମନ୍ଦିର ମୁଖଶାଳା,
ଯେଉଁ ବାହୁ ଡୋର, ପରଶ ଓଠ ର
ତୁମରି ଜୀବନ ଥିଲା-

ଯେଉଁ ଛାତି ତଳତାତି, କଥା, ବ୍ୟଥା
ତୁମରି ନି8ଶ୍ୱାସ ଥିଲା-
ଆଜି ସେଇ ମନ, ଦେହ ର ଦେଉଳ
ରିକ୍ତ, ତିକ୍ତ ପାନ୍ଥଶାଳା ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +