ପାନ୍ଥଶାଳା-002 (Pantha Shala-02/Odia Poem) by Subhas Chandra Chakra

Deal Score0

ଯେଉଁ ଠିକଣା ରେ ସେଖୁଥିଲ ତମେ
ଗଦା ଗଦା ପ୍ରେମ ଚିଠି-
ଅଛି ସେ ଠିକଣା, ତୁମ ନୀଳ ନୀଳ
ଛୁଆଁ ରେ ଗାଧୁଏ ଏଠି ।।

ତୁମରି ପରଶେ, ଖିଲି ଖିଲି ହସେ
ମୁଖରିତ ହେଉଥିଲା,
ବିରହେ ତୁମର ଆଜି ଖାଲି ଖାଲି
ସେ ହୃଦୟ ପାନ୍ଥଶାଳା ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +