ତୁମକୁ ଭେଟିବା ପରେ-058 (Tumaku Bhetiba Pare-58/Odia Poem) by Subhas Chandra Chakra

Deal Score0

ଏବେ ମୋର ସବୁ ଖାଲି ପୃଷ୍ଠା
ଭରିଯିବ ତୁମରି ପରଶ,
ପ୍ରତିଶବ୍ଦ, ପ୍ରତି ଅକ୍ଷର ରେ
ମିଳୁଥିବ ତୁମ ସ୍ପର୍ଶ, ବାସ…

ତୁମକୁ ଭେଟିବା ପରେ ଯେତେ
ଆସିଚି ମୋ ଜୀବନେ ମୂହୁର୍ତ୍ତ
ଆଜି ଦେଲା ସର୍ବ ଶ୍ରେଷ୍ଠ ପ୍ରାପ୍ତି
ତମ ସ୍ୱେଚ୍ଛା ନୀଳ ଦସ୍ତଖତ…

ତମେ ଯେତେବେଳେ ଏ ପୃଷ୍ଠାରେ
ଆପେ ଆପେ କଲମ ଚାଳିଲ,
ସେ ମୂହୁର୍ତ୍ତେ ମୋ ଖୋଲା ଛାତି ରେ
ଲାଗୁଥିଲା ଚୁମି ଦେଉଥିଲ….

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +