ତୁମକୁ ଭେଟିବା ପରେ -028 (Tumaku Bhetiba Pare -28 / Odia Poem) by Subhas Chandra Chakra

Deal Score0

ତମେ କ’ଣ
ମୋ’ର ସେଇ
ପିଲାବେଳ ସପନ ର
ଟିକି ନୀଳ ପରୀ?
ଯିଏ ଆସୁଥିଲେ ଆଣୁଥିଲା
ଫୁଲ, ଫଳ, କୂହୁତାନ,
ବାଦଲ, ଜୋଛନା!

ଆଉ ଯିଏ

ଲୁଚି ଗଲେ ଥରେ
ଜୀବନରୁ ହଜି ଯାଉଥିଲା
ଆଶା ଆଉ ଆଲୋକ ର
ବିଭୋର ମୂର୍ଛନା ।
କୁହ ପ୍ରିୟତମା!
କୁହ ମୋ’ର ଟିକି ରାଜ ଜେମା? ?

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +