ତୁମକୁ ଭେଟିବା ପରେ -027 (Tumaku Bhetiba Pare -27 / Odia Poem) by Subhas Chandra Chakra

Deal Score0

ଯେଉଁ ରାସ୍ତା
କିଛି କ୍ଷଣ ଆଗୁଁ
ଲାଗୁଥିଲା ଏତେ ଭରା ଭରା
ମେଲିଥିଲା ସପନ ପସରା –
ତମ ଥିବାବେଳେ

ଏବେ ସେଇ ସବୁକିଛି
ଲାଗୁଥିଲା ମରୁବାଲି
ରାତି ପରି ଶୂନ୍ ଶାନ.
ଶ୍ମଶାନ ନୀରବ!
ଖାଁ ଖାଁ, ନିର୍ଜୀବ, ଅଜବ! !

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +