ତୁମକୁ ଭେଟିବା ପରେ -022 (Tumaku Bhetiba Pare -22 / Odia Poem) by Subhas Chandra Chakra

Deal Score0

ଆଜି ତମ ଆବେଗ ର
ଆଭାସ ପାଇଲି,
ବ୍ୟଗ୍ରତା ର ଡଗ ଡଗ ପାଦେ
ତମେ ଯେବେ ଆସୁଥିଲ
ଦୂରରୁ ପାଖକୁ, ଆହୁରି ଆହୁରି ।।

ପବନର ରିମ୍ ଝିମ୍ ସ୍ବର
ତୁମ ଚଳ ଚଞ୍ଚଳ ପାଦ ରେ
ବାନ୍ଧିଥିଲା ଖୁସିର ନୂପୁର –

ତୁମ ରୁଦ୍ଧ ଶ୍ବାସ ଏ ଦୌଡ଼ ରେ
ଆଜି ମୁଁ ତ ଥିଲି ମୁକ ସାକ୍ଷୀ

ତୁମ କେଶ ଲହଡ଼ି ରେ
ଆଖି ମୋର ରହି ଥିଲା ଲାଖି ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +