ତୁମକୁ ଭେଟିବା ପରେ -019 (Tumaku Bhetiba Pare -19 / Odia Poem) by Subhas Chandra Chakra

Deal Score0

କେବେ ତମେ ବଡ଼ ହେବ,

ମୋ ଆଖିରେ,

ମୋ ଓଠ ଶବ୍ଦରେ?

କେବେ ତମେ ବଡ଼ ହୋଇଯିବ? ?
ନ ପଚାରି, ମନ କଥା
ସିଧା ସିଧା
ବୁଝି ନେଇଯିବ,

ଆଉ କେବେ ପୁଣି
‘କାହାକୁ ରାଗିଥିଲ କି ‘ ବୋଲି
ପଚାରିବ ନାହିଁ,
ମନ ବୁଝି କାମ କରିଯିବ? ?

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +