ତୁମକୁ ଭେଟିବା ପରେ -013 (Tumaku Bhetiba Pare -13 / Odia Poem) by Subhas Chandra Chakra

Deal Score0

ପ୍ରଣୟ ର ଅୟୁତ ମୂହୁର୍ତ୍ତ
ତିନି କାଳେ, ନଭେ, ଜଳେ, ସ୍ଥଳେ
ଭାବନା ର, ଭାଷାର ଉର୍ଦ୍ଧ୍ୱରେ ।।

ତୁମେ ମୋର
ସୂରୁଯ ସକାଳେ,
ତୁମେ ଜହ୍ନ ରାତି
ତାରା ମେଳେ ।।

ତୁମେ ଖରା
ଶୀତ ଗୋଧୂଳି ର
ତୁମେ ପରା
ମୋ’ ସବୁ ଦିନ ର ।।

We will be happy to hear your thoughts

Leave a reply

This site uses Akismet to reduce spam. Learn how your comment data is processed.

Best Selling BooksGrab Now!
+ +